
ବାଲିଗୁଡା,୧୨-୦୫ (ଜ଼ିଲ୍ଲାଖବର) : କରୋନା ମାହାମାରୀର ମାହାମୁକାବିଲା ପାଇଁ ବାଲିଗୁଡ଼ା ବ୍ଲକ ବାରଖମା ପଞ୍ଚାୟତର ରେ ଦେଖିବାକୁ ମିଳିଛି ଗୋଟିଏ ନୂତନ ଅଭିନବ ପ୍ରୟାସ | ଖ୍ରୀଷ୍ଟିୟାନ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୁ ୨୦,୦୦୦ (କୋଡିଏ ହଜାର ଟଙ୍କା ) ସହାୟତା ରାଶି ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଦେଇଛନ୍ତି |ଏହାକୁ ଖ୍ରୀଷ୍ଟିୟାନ ସମାଜର ସଭାପତି ଲଳିତ କୁମାର ଦିଗାଳ, ଉପସଭାପତି ଉମେଶ ନାୟକ, ପ୍ରକାଶ ନାୟକ, ଖ୍ରୀଷ୍ଟଦାସ ଦିଗାଳ, ରଜନୀ କାନ୍ତ ଦିଗାଳ, ଓ ଖ୍ରୀଷ୍ଟିୟାନ ସମାଜ ର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ




