ଏକ ଲକ୍ଷ ୩୨ ହଜାର ଟଙ୍କାର ଗଞ୍ଜେଇ ଜବତ

8

କଟକ, ୧୩/୦୭/୨୧ (ଜିଲ୍ଲା ଖବର) : ରେଳ ଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି। ଆରପିଏଫ ୧୩ କିଲୋ ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୩୨ ହଜାର ଟଙ୍କା ହେବ। ଆରପିଏଫ ଦୁଇ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

ରାଜ୍ୟରେ ବିଭିନ୍ନ ସ୍ଥାନରେ ଗଞ୍ଜେଇ ଜବତ ହେଉଛି। ପୋଲିସ ବି ଅନେକଙ୍କୁ ଗିରଫ କରିଛି। ତେବେ ଗଞ୍ଜେଇ ଚାଲାଣ କମିବାକୁ ନାମ ଧରୁ ନାହିଁ ।