Thursday, October 15, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ପାଇଁ ଏକ ଗୌରବ କଥା ଏହା କଣ ଆସନ୍ତୁ ଦେଖିବା

କନ୍ଧମାଳ ଜିଲ୍ଲା ପାଇଁ ଏକ ଗୌରବ କଥା ଏହା କଣ ଆସନ୍ତୁ ଦେଖିବା

113

କନ୍ଧମାଳ, ୧୬/୧୦ (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଶ୍ରୀମାନ ସୁରେଶ କୁମାର ପତି ହିନ୍ଦୁ ପୁତ୍ର ସଂଗଠନର ଅଧକ୍ଷ ହୋଇଛନ୍ତି ସେ ଏବେ ଓଡିଶା ଦାୟିତ୍ୱ ତୁଲେଇବା ପାଇଁ ପ୍ରସ୍ତୁତ ଅଛନ୍ତି ଆଗାମୀ ଦିନରେ ଓଡିଶାରେ ହିନ୍ଦୁ ସଂଗଠନ, କାର୍ଯ୍ୟକ୍ରମ, ପ୍ରଚାର ସୁଚାରୂପେ ତୁଲେଇବା ପାଇଁ ପ୍ରତିଶୃତି ବଦ୍ଧ ହୋଇଛନ୍ତି । ଶ୍ରୀ ପତି ଏକାଧାରରେ ହନୁମାନଙ୍କ ଭକ୍ତ ବହୁତ ବର୍ଷ ପୂର୍ବରୁ ହନୁମାନଙ୍କ ସେବକ ଭାବେ ବହୁତ କିଛି କାର୍ଯ୍ୟ କରି ଆସୁଥିଲେ ଏହା ପରେ ସେ ହିନ୍ଦୁ ସଂଗଠନର ସଦସ୍ୟ ହୋଇ କିଛି କାର୍ଯ୍ୟକ୍ରମ ମଧ୍ୟ୍ୟ କରିଛନ୍ତି । ଆଜି ଏହା ଓଡିଶାବାସୀ ବହୁତ ଖୁସି ଅନୁଭବ କରିବା ସହ ମାନ୍ୟବର ଅଧକ୍ଷ ମୋହଦୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।