Friday, November 13, 2026
Home ଆଞ୍ଚଳିକ କୋରନା ନିମନ୍ତେ ଶିକ୍ଷକ ମାନେ ଗୋଟିଏ ଦିନର ଦରମା ପ୍ରଦାନକଲେ

କୋରନା ନିମନ୍ତେ ଶିକ୍ଷକ ମାନେ ଗୋଟିଏ ଦିନର ଦରମା ପ୍ରଦାନକଲେ

47

ଜଗନ୍ନାଥ ପ୍ରସାଦ ୧୬/୫ (ଜିଲ୍ଲା ଖବର) : ବ୍ଲକର ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କୋରନା ସହାୟତା ପାଇଁ ନିଜର ଗୋଟିଏ ଦିନର ଦରମା ଟଙ୍କା ୪୯୧୮୧୫/-(ଚାରି ଲକ୍ଷ ଏକାନବେ ହଜାର ଆଠ ଶହ ପନ୍ଦର ଟଙ୍କା ବି ଇ ଓ -S. ଧନଞ୍ଜୟ, ଡି ଇ ଓ -ଅମୁଲ୍ୟ କୁମାର ପ୍ରଧାନ, ଡି ପି ସି -ବିନିତା ସେନାପତି, ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ପ୍ରାଥମିକ ଶିକ୍ଷକ ମାନେ କରୋନା ସହାୟତା ପାଇଁ ଗୋଟିଏ ଦିନରଦରମା ଦାନ କରିଥିବାରୁ ଜନସାଧାରଣ ଙ୍କ ପକ୍ଷରୁ ଶିକ୍ଷକ /ଶିକ୍ଷୟିତ୍ରୀ ଙ୍କୁ କୃତଜ୍ଞ ତା ଜଣାଇଛନ୍ତି l
ରିପୋର୍ଟ ଶିବରାମ ଚୌଧୁରୀ