
ବାଲିଗୁଡା,୧୫/୦୫(ଜ଼ିଲ୍ଲା ଖବର): ସାରାବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଥିଲା ବେଳେ ଓଡିଶାରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି ।ଏହି ସଂକ୍ରମଣକୁ ରୋକିବା ପାଇଁ ସାନିଟାଈଜ଼ର ସ୍ପ୍ରେ କରୁଥିବା ଲୋକମାନେ ଗତକାଲି PWD ଛକରେ ରାସ୍ତାଘାଟ ଓ ଏଟିମକୁ ମଧ୍ୟସାନିଟାଈଜ଼ର ମାଧ୍ୟମରେ ସ୍ପ୍ରେ କରିଥିଲେ | ସାରା ଦେଶରେ କିପରି ମହାମାରୀ କରୋନା କୁ ସହଜରେ ମୁକାବିଲା କରିହେବ ସାନିଟାଈଜ଼ର ମାଧ୍ୟମରେ ପ୍ରୟାଶ ଜାରି ରଖିଛନ୍ତି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ







