
ବାଲିଗୁଡା ୧୪/୫ (ଜିଲ୍ଲା ଖବର) :
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧୀନସ୍ଥ ଆଜି ବାଟାଗୁଡା ସ୍ବାସ୍ଥ୍ୟ ସବ ସେଣ୍ଟର ରେ ଗୋଟିଏ ଶିଶୁ ପୁତ୍ର ଜନ୍ମ ହୋଇଛି |ବାଲିମାହା ଗ୍ରାମର ପ୍ରୋମେ ମଲ୍ଲିକ ଙ୍କ ପତ୍ନୀ ମାନନ୍ତି ମଲ୍ଲିକ ପ୍ରସବ ବେଦନା ହେତୁ ଆଜି ବାଟାଗୁଡା ପ୍ରସୂତି ଗୃହରେ ଭର୍ତ୍ତି ହୋଇଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ନବଜାତ ଶିଶୁ ଟି ଦେଖିବାକୁ ଅତି ସୁନ୍ଦର୍ ହୋଇଥିବା ସତ୍ୱେ ତାର ଗୋଟିଏ ହାତ ନଥିବା ର ଦେଖିବାକୁ ମିଳିଥିଲା | ଶିଶୁଟିର ଓଜନ 2.800 ଗ୍ରା ଥିବାର ଜଣା ଯାଇଛି | ଗତକାଲି ବାରଖାମା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୁଇଟି ଗୋଡ଼ ନଥିବା ଦେଖିବାକୁ ମିଳିଥିଲା ପୁଣି ଆଜି ଦିନରେ ବାଟାଗୁଡା ପ୍ରସୂତି ଗୃହରେ ଅବିକଳ ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି I ଯାହାର କି ହାତ ନଥିବାର ଦେଖି ବାକୁ ମିଳୁଛି | ଏହି ପୁତ୍ର ସନ୍ତାନ ଜନ୍ମକୁ ନେଇ ସମାଜକୁ ଆଶ୍ଚର୍ଯ୍ୟ କରୁଅଛି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ


