Monday, October 12, 2026
Home ଜିଲ୍ଲା କନ୍ଧମାଳ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ଵାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ଵାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

65

ବାଲିଗୁଡା, ୧୨-୦୫(ଜ଼ିଲ୍ଲା ଖବର): ବର୍ତମାନ ରୋନାର ପାଦୁର୍ଭାବ ବଢ଼ି ଚାଲିଥିଲା ସମୟରେ କରୋନା ଯୋଦ୍ଧା ଭାବରେ ସ୍ବୟଂ ସହାୟିକା ଗୋଷ୍ଠୀ (SHG) ସହାୟତାର ହାତ ବଢ଼ାଇଛି | ପ୍ରତେକ ଗୋଷ୍ଟି ୨୦୦୦/- ଟଙ୍କା ଲେଖାଏଁ ଏପରି 9 ଟି ଗୋଷ୍ଠୀ ୧୮୦୦୦/-ଟଙ୍କା ମୁ ଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଅନିତା ଦାଶ ଙ୍କୁ ମିସନ ଶକ୍ତିର ବି.ପି.ସି., ଆଲୋକ ନାୟକ ମାଧ୍ୟମରେ ପ୍ରଦାନ କରିଛନ୍ତି | ମିଶନଶକ୍ତି ଓ ଆଇ.ସି. ଡି.ଏସ. ର ସୁରେଶ ପ୍ରଧାନ, ରୁଦ୍ରାଖୀ କହଁର, ଲୋକନାଥ ମିଶ୍ର ଓ ଅନ୍ୟାନ୍ୟ କର୍ମଚାରି ମାନେ ତଥା ଏସ.ଏଚ୍.ଜି. ର ସଭାପତି, ସମ୍ପାଦିକା ମାନେ ଉପସ୍ଥିତ ଥିଲେ |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ