Home ଜିଲ୍ଲା ଖୋର୍ଦ୍ଧା ବରିଷ୍ଠ ବିଜେଡି ନେତା ସୁବାସ ଚୌହାନଙ୍କ ୫୪ ବର୍ଷ ବୟସରେ ପରଲୋକ

ବରିଷ୍ଠ ବିଜେଡି ନେତା ସୁବାସ ଚୌହାନଙ୍କ ୫୪ ବର୍ଷ ବୟସରେ ପରଲୋକ

15

ଭୁବନେଶ୍ୱର,୧୦-୦୫ : ବରିଷ୍ଠ ବିଜେଡି ନେତା ସୁବାସ ଚୌହାନଙ୍କ ୫୪ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ଲିଭର କ୍ୟାନସରରେ ପୀଡ଼ିତ ଥିବାରୁ ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ସେଥି ପାଇଁ ତାଙ୍କୁ ଗତ କିଛି ଦିନ ପୂର୍ବରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହେବା ପରେ ସୁବାସ ଚୌହାନ ଆଜି ଭୋର ସକାଳୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ।