Thursday, October 15, 2026
Home ଜାତୀୟ ମହାରାଣା ପ୍ରତାପଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ମହାରାଣା ପ୍ରତାପଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

14

ନୂଆଦିଲ୍ଲୀ : ମହାରାଣା ପ୍ରତାପଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । “ଭାରତମାତାର ମହାନ ସୁପୁତ୍ର ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ । ଦେଶପ୍ରେମ, ସ୍ଵାଭିମାନ ଏବଂ ପରାକ୍ରମରେ ଭରପୁର ତାଙ୍କ ଜୀବନୀ ଦେଶବାସୀଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।