Friday, November 13, 2026
Home ଆଞ୍ଚଳିକ ଚିଙ୍ଗୁଡ଼ିଖୋଲ ଠାରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ପାଣି ଷ୍ଟାଣ୍ଡ ପ୍ରତିଷ୍ଠା

ଚିଙ୍ଗୁଡ଼ିଖୋଲ ଠାରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ପାଣି ଷ୍ଟାଣ୍ଡ ପ୍ରତିଷ୍ଠା

27

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଠାରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଏକ ପାଣି ଷ୍ଟାଣ୍ଡ ପ୍ରତିଷ୍ଠା କରାଯାଇଛି। ଏଥିରେ ସଂଗଠନ ର ମୁଖ୍ୟ ବସନ୍ତ କୁମାର ମଲ୍ଲିକ ସାମାଜିକ ଦୂରତା କୁ ବଜାଇ ରଖି ଏହି କାର୍ଯ୍ୟକ୍ରମ କରିଛନ୍ତି। ସଙ୍ଗଠନ ର ଏହି ଭଳି କାର୍ଯ୍ୟ ଦେଖି ବୁଦ୍ଧି ଯିବି ମହଲରେ ପ୍ରଶଂସା ର ସୁଅ ଛୁଟିଛି। କରନା ଭୁତାଣୁ ର ଭୟଭୟତା ଚାଲିଥିବା ବେଳେ ସତ୍ୟ ସାଇ ସଂଗଠନ ର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।