
ଜଗନ୍ନାଥ ପ୍ରସାଦ ୫/୫ (ଜିଲ୍ଲା ଖବର) :
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଜମାଗେରେଡା ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ସୁରଥ ଫେରନ୍ତା ମାନଙ୍କ ହୋଇଥିବା ସଂଗରୋଧ କେନ୍ଦ୍ର ଠାରେ ଗୋଷ୍ଠି ସଂଘର୍ଷ ହୋଇ 3 ଜଣ ଆହତ ହୋଇ ଛନ୍ତି।ପ୍ରଥମ ଦିନ ରୁ ହିଁ ବିଭିର୍ଣ କାରଣ କୁ ନେଇ ଦୁଇ ଦଳ ହୋଇ ଗଣ୍ଡଗୋଳ ଚାଲୁ ରହିଛି, ଆଜି ତାହାର ଉଗ୍ର ରୂପ ନେଇଛି, ଥାଳି ଓ ବାଉଁଶ ଠେଙ୍ଗା ରେ ହାତ।ହାତି ହୋଇଛନ୍ତି.ଫଳରେ 3 ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି, ଜଗନ୍ନାଥ ପ୍ରସାଦ ପୋଲିସି ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଘଟଣା ର ତଦନ୍ତ
ଜାରି ରଖିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ପୋଲିସି ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଅଧିକା ତଦନ୍ତ ଜାରି ରଖିଛନ୍ତି।ଜଗନ୍ନାଥ ପ୍ରସାଦ ବି.ଡି.ଓ .ସୁରେଶ ଚନ୍ଦ୍ର ପଣ୍ଡା,ଅତିରିକ୍ତ ତହସିଲଦାର ବୈରାଲ ମୁର୍ମୁ, ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ଉପାଦକ୍ଷ ହିମାଂଶୁ ବାରିକ,ଘଟଣା ସ୍ଥଳରେ ରେ ଉପସ୍ଥିତ ରହିଥିଲେ।
ଜଗନ୍ନାଥ ପ୍ରସାଦ ନିରାକାର ସାହୁ


