Home ଜିଲ୍ଲା କନ୍ଧମାଳ ବାଲିଗୁଡା ମେଡିକାଲରେ ଶୁଖିଲା ଖାଦ୍ୟ ବଣ୍ଟନ

ବାଲିଗୁଡା ମେଡିକାଲରେ ଶୁଖିଲା ଖାଦ୍ୟ ବଣ୍ଟନ

56

ବାଲିଗୁଡା, ୦୨-୦୫(ସୁକାନ୍ତ କୁମାର ତ୍ରିପାଠୀ): କରୋନା ମହାମାରୀ ଚାଲିଥିଲା ବେଳେ ବାଲିଗୁଡା ଡାକ୍ତରଖାନା ପରିସର ମଧ୍ୟରେ ଆଇନଜୀବୀ ଶ୍ରୀ ଟି. ହରିଶ ଚନ୍ଦ୍ର ପାତ୍ର ସହଯୋଗୀ ଗୌରୀ ଶଙ୍କର ଆଚାରି, ସାମ୍ବାଦିକ ପ୍ରକାଶ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଥିବାର ଦେଖିବାକୁ ମିଳିଛି | ମେଡିକାଲ ନର୍ସ ଓ ସଫାଈ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ ପକେଟ ବଣ୍ଟନ କରିଥିଲେ ସେହି ପକେଟ ମଧ୍ୟରେ ମାକ୍ସ, ସାବୁନ, ହେଣ୍ଡୱାସ, ବିସ୍କୁଟ, ମୁଢି ଓ ମିକ୍ସଚର ଥିବାର ଦେଖିବାକୁ ମିଳିଥିଲା | ଏହା କର୍ମଚାରୀ ମାନଙ୍କ ମଧ୍ୟରେ ଅଧିକରୁ ଅଧିକ ଉତ୍ସାହିତ କରାଇବାର ଏକ ପ୍ରୟାସ ବୋଲି ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି I