Home ଜିଲ୍ଲା କନ୍ଧମାଳ ଓଡ଼ିଶା ପ୍ରଦେଶର ଅନ୍ତରାଷ୍ଟ୍ରିୟ ହିନ୍ଦୁ ପରିଷଦର ଦକ୍ଷିଣ ପ୍ରାନ୍ତ ରାଜ୍ୟ ସମ୍ପାଦକ ତଥା ସମାଜସେବୀ ବିଶ୍ୱଜିତ...

ଓଡ଼ିଶା ପ୍ରଦେଶର ଅନ୍ତରାଷ୍ଟ୍ରିୟ ହିନ୍ଦୁ ପରିଷଦର ଦକ୍ଷିଣ ପ୍ରାନ୍ତ ରାଜ୍ୟ ସମ୍ପାଦକ ତଥା ସମାଜସେବୀ ବିଶ୍ୱଜିତ ପାତ୍ରଙ୍କ କାର୍ଯ୍ୟ ଦକ୍ଷତା

60

ବାଲିଗୁଡା, ୩୦-୦୪(ସୁକାନ୍ତ କୁମାର ତ୍ରିପାଠୀ) : ଓଡ଼ିଶା ପ୍ରଦେଶର ଅନ୍ତରାଷ୍ଟ୍ରିୟ ହିନ୍ଦୁ ପରିଷଦର ଦକ୍ଷିଣ ପ୍ରାନ୍ତ ରାଜ୍ୟ ସମ୍ପାଦକ ବିଶ୍ୱଜିତ ପାତ୍ର ଲୋକମାନଙ୍କର ଦୁଃଖ ସହି ନ ପରିବାରୁ ଗାଁଗାଁ ବୁଲି ରନ୍ଧାଖାଦ୍ୟ ଦେବା ସହ ବାଲିଗୁଡା ମେଡ଼ିକାଲ ମଧ୍ୟ ବୁଲିଛନ୍ତି I ଗୋଟିଏ ଛୋଟ ପିଲାର ରକ୍ତ ନଥିବାର ଦେଖି ରକ୍ତ ଦେବାପାଇଁ ମଧ୍ୟ ସହକର୍ମୀ ମାନଙ୍କ ସହ ଆଲୋଚନା କରି ରକ୍ତ ମଧ୍ୟ ଦେଇଛନ୍ତି I ଖାଲି ସେତିକି ନୁହେଁ ବିଶ୍ୱଜିତ ଲକଡାଉନ ସମୟରେ ରୋଗୀମାନେ ବାଲିଗୁଡାରୁ ଫୁଲବାଣୀ ଯିବା ପାଇଁ ହଠାତ ଆମ୍ବୁଲାନ୍ସ ପାଇ ପାରୁ ନାହାନ୍ତି | ତେଣୁ ଡାକ୍ତର ପ୍ରବୀଣ ଭାଇ ତଗାଡ଼ିଆଙ୍କ ସହ ଭିଡ଼ିଓ କଂନଫ୍ରେନ୍ସ ମାଧ୍ୟମରେ ଶୀପାତ୍ର ଆମ୍ବୁଲାନ୍ସ ନିମନ୍ତେ ତଗାଡିଆଙ୍କୁ ଅନୁରୋଧ କରିଛନ୍ତି | ତଗାଡ଼ିଆ କହିବା ଅନୁସାରେ ପାତ୍ରଙ୍କୁ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ଜଣା ଯାଇଛି |ଆମ୍ବୁଲାନ୍ସ ଆସି ପହଂଚିବା ପରେ ଏକ ହେଲ୍ପଲାଇନ ନମ୍ବର ଘୋଷଣା କରିବେ ବୋଲି ଶୀପାତ୍ର ପ୍ରତିଶୃତି ଦେଇଛନ୍ତି, ଉକ୍ତ ଆମ୍ବୁଲାନ୍ସ ବାଲିଗୁଡା ସଦର ମହକୁମାରେ ରହିବ ବୋଲି ପ୍ରକାଶ କରିଛନ୍ତି |