
ବାଲିଗୁଡା,୨୯I୦୪ (ସୁକାନ୍ତ କୁମାର ତ୍ରିପାଠୀ ) : ସାରା ବିଶ୍ୱ କରୋନା କବଳରେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ବିପଦ ସମୟର ବନ୍ଧୁ, ସଂକଳ୍ପ ତରଫରୁ ରନ୍ଧା ଖାଦ୍ୟ ବିତରଣ କରାଯାଉଥିଲା I ରାତ୍ର ସମୟରେ ଭାତ, ଡାଲମା, ଓ ଆଚାର ଖାଇବାକୁ ଦିଆଯାଇଥିଲା I ଏହି କାର୍ୟ୍ୟ କ୍ରମ ୧୦/୦୪/୨୦୨୦ ରିଖ ଠାରୁ ଡାକ୍ତରଖାନା ଛକ ଠାରେ କରାଯାଇ ଥିବାର ଦେଖିଵାକୁ ମିଳୁଛି I ଏଥିରେ ସମାଜ ସେବି ଯଥା ଜଗମୋହନପଣ୍ଡା,ଦିନେଶ କୁମାର ଜେନା, ସଞ୍ଜୟ ପସାୟତ,ସ୍ୱରାଜପାଢ଼ୀ,ପ୍ରିତିଶ ପ୍ରିତମ ପାତ୍ର, ଦୀପକ ସାହୁ,ସନ୍ତୋଷ ପାତ୍ର, ସବେଜ ଉଦିନ,ସଦାଶିବ ପଟନାୟକ ଏମାନେ ସବୁ ବାଲିଗୁଡା ରେ ରାତ୍ର ୭.୩୦ ମିନଟ ସମୟରେ ରନ୍ଧା ଖାଦ୍ୟ ବିତରଣ କରୁଥିଲେ I ଆଜି ରାତ୍ର ପ୍ରାୟ ୫୦ରୁ ଉର୍ଦ୍ଧ ପୁରୁଷ ଓ ସ୍ତ୍ରୀ ଲୋକଙ୍କୁ ଖାଈବାର ଦେଖିବାକୁ ମିଳିଥିଲେ I




