
ବୁଗୁଡା ୨୬/ ୪ (ଜିଲ୍ଲା ଖବର) : ବୁଗୁଡା ପୌରାଞ୍ଚଳରେ ପ୍ରବୀସୀ ଓଡିଆଙ୍କ ସର୍ବେକ୍ଷଣ କାର୍ଯ୍ଯ ନୋଡାଲ୍ ଅଧିକାରୀ ତଥା ବି.ଡି.ଓ ତନ୍ମୟ ପାତ୍ରଙ୍କ ତତ୍ତ୍ବାବଧାନ କ୍ରମେ ଆରମ୍ଭ ହୋଇଯାଇଛିା ପରିଷଦ ଅନ୍ତର୍ଗତ ସମୁଦାୟ ୧୩ଟି ଓ୍ବାର୍ଡରେ ଏହି କାର୍ଯ୍ଯ ସୁରୁଖୁରୁରେ ଚାଲିଥିବା ଜଣାଯାଇଛିା ଏଇ କ୍ରମରେ ଶିକ୍ଷୟତ୍ରୀ କାଦମ୍ବିନୀ ପାଣିଗ୍ରାହୀ,ଲକ୍ଷ୍ମୀପ୍ରିୟା ବେହେରା,ଅଙ୍ଗନଓ୍ାଡି କର୍ମୀ କନକଲତା ସାହୁ ଓ ଶାନ୍ତିଲତା ସେଠୀ ପ୍ରମୁଖ ସକ୍ରିୟାଂଶ ଗ୍ରହଣ କରୁଥିବା ପ୍ରକାଶ ।
ରିପୋର୍ଟ କୁମୁଦ ଚନ୍ଦ୍ର ବେହେରା


