
ବାଲିଗୁଡ଼ା, ୨୧/୦୪ (ସୁକାନ୍ତ କୁମାର ତ୍ରିପାଠୀ) : ବାଲିଗୁଡା ଏନଏ ସି ସହାୟତାରେ ବନବାସୀ ସେବା ସମିତି ଆନୁକୂଲ୍ୟରେ ଗୃହ ପାଳିତ ପଶୁ ଗାଈଗୋରୁ ଓ ବୁଲା ଯିବ ଯନ୍ତୁ ମାନଙ୍କୁ ବିସ୍କୁଟ, ପନି ପରିବା,ମିଲମିକେର ପାଣି ତୋରାଣି ବଣ୍ଟନକରାଯାଇ ଅଛି | ଏଥିରେ ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ଏନଏସି ଅଧକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡା ବ୍ଲକ ସଭାପତି ତଥା ବିଜେଡି ନେତା ଟୁନା ଦାଶ, ବନବାସୀ ର କାର୍ଯ୍ୟକର୍ତା ଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କ୍ରମ ଆଜକୁ ଦୁଇଦିନ ହେଲା କାର୍ଯ୍ୟ କ୍ରମ ଜାରି ରହିଛି ଏବଂ ଆଗକୁ ଏହି କାର୍ଯ୍ୟ ଜାରିରହିବ ବୋଲି ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ପଣ୍ଡା ମତ ପ୍ରକାଶ କରିଛନ୍ତି |








