Home ଜିଲ୍ଲା କନ୍ଧମାଳ ଟିମ ସଂକଳ୍ପ ଅନୁକୂଲ୍ୟରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବିତରଣ

ଟିମ ସଂକଳ୍ପ ଅନୁକୂଲ୍ୟରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବିତରଣ

91

ବାଲିଗୁଡ଼ା,(ସୁକାନ୍ତ କୁମାର ତ୍ରିପାଠୀ) : ଟିମ ସଂକଳ୍ପ ଅନୁକୂଲ୍ୟରେ ଏପ୍ରିଲ ୧୦ ତାରିଖରୁ ପ୍ରତ୍ୟେକ ଦିନ ରାତ୍ର ଭାତ, ଡାଲମା, ଆଚାର ଲୋକମାନଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଉଥିଲା I ଏଥିରେ ସ୍ୱଚ୍ଛା ସେବି ଯଥା ଜଗମୋହନପଣ୍ଡା,ଦିନେଶ କୁମାର ଜେନା, ସଞ୍ଜୟ ପସାୟତ,ସ୍ୱରାଜପାଢ଼ୀ,ପ୍ରିତିଶ ପ୍ରିତମ ପାତ୍ର, ଦୀପକ ସାହୁ,ସନ୍ତୋଷ ପାତ୍ର, ସବେଜ ଉଦିନ,ସଦାଶିବ ପଟନାୟକ ଏମାନେ ସବୁ ବାଲିଗୁଡା ଏନଏସିର କେତକ ୱାର୍ଡରେ ଏବଂ ମେଡିକାଲ ଆଗରେ ରାତ୍ର ସମୟରେ ରନ୍ଧା ଖାଦ୍ୟ ବିତରଣ କରୁଥିବା ଦେଖିବାକୁ ମିଳୁଛି କିନ୍ତୁ ଆଜି ଏହି ଟିମ ସଂକଳ୍ପ ଅନୁକୂଲ୍ୟ ରେ ଭାତ, ତରକାରୀ, ଆଚାର ରାତ୍ର ମେଡିକାଲ ଛକ ଠାରେ ବିତରଣ କରାଯାଇ ଥିଲା I ଏଥିରେ ପ୍ରାୟ ବହୁ ସଂଖ୍ୟାରେ ଲୋକଙ୍କୁ ଖାଉ ଥିବାର ଦେଖିବାକୁ ମିଳିଛି I