Home ଆଞ୍ଚଳିକ କୋଭିଡ ହସ୍ପିଟାଲରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ

କୋଭିଡ ହସ୍ପିଟାଲରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ

84

ବାଲିଗୁଡ଼ା ୧୯/୦୪ (ଜିଲ୍ଲା ଖବର) :
କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ନୂତନ ଭାବେ ଉଦଘାଟନ ହୋଇଥିବା କୋଭିଡ ହସ୍ପିଟାଲ ପରିଦର୍ଶନରେ ଆସିଥିଲେ ଓଡିଶାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ 5t ତଥା ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ସଚିବ ଭି କେ ପାଣ୍ଡିଆନ । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ସମୀକ୍ଷା କରିଥିଲେ ତାଙ୍କ ସହିତ କନ୍ଧମାଳ ଜିଲ୍ଲାପାଳ ଡା ବୃନ୍ଦା ଡି , ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ, ପ୍ରବେସନର ଅଧିକାରୀ ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ସମସ୍ତ ପ୍ରକାର ପ୍ରସ୍ତୁତି ବିଷୟରେ ଅବଗତ କରିଥିଲେ,
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ