Sunday, October 11, 2026
Home ଅପରାଧ ଶକ୍ତି ନଗର ୭ମ ଲାଇନ ଅଞ୍ଚଳର ବିରଞ୍ଚି ଗୌଡ଼ଙ୍କ କିରାଣୀ ଦୋକାନରେ ତାଲା ଭାଙ୍ଗି ଚୋରି

ଶକ୍ତି ନଗର ୭ମ ଲାଇନ ଅଞ୍ଚଳର ବିରଞ୍ଚି ଗୌଡ଼ଙ୍କ କିରାଣୀ ଦୋକାନରେ ତାଲା ଭାଙ୍ଗି ଚୋରି

36
ଶକ୍ତି ନଗର ୭ମ ଲାଇନ ଅଞ୍ଚଳର ବିରଞ୍ଚି ଗୌଡ଼ଙ୍କ କିରାଣୀ ଦୋକାନରେ ତାଲା ଭାଙ୍ଗି ଚୋରି

ବ୍ରହ୍ମପୁର, ୧୮/୦୪ (ଲକ୍ଷ୍ମୀ ନାରାୟଣ ମିଶ୍ର) : ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ସହର ତୋଳି ଅଞ୍ଚଳ ଲୋଚାପଡ଼ା ଶକ୍ତିନଗର ଅଞ୍ଚଳରେ ଗତକିଛି ଦିନ ଧରି ଚୋରଙ୍କ ଆତଙ୍କ ସୃଷ୍ଟି ହୋଇଥିବା ବେଳେ l

ଏହି ସମୟରେ ଉଭାନ ହୋଇଛି ମହାମାରି କରୋନାର ଆତଙ୍କ ରାଜ୍ୟରେ ବୃଦ୍ଧିପାଉଥିବା ବେଳେ ରୋଗକୁ ରୋକିବା ପାଇଁ ବର୍ତମାନ ସରକାର ଦୋକାନ ବଜ଼ାର ଲକ୍‌ଡାଉନ୍‌ ସର୍ଟ ଡାଉନ ନିମନ୍ତେ ନିର୍ଦେଶ ଦେଇଥିଲେ l ଏହି ସମୟରେ କୁଚୁରା ଦୋକାନୀଙ୍କ ମାନ୍ଧାଅବସ୍ଥା ସୃଷ୍ଟି ରହିଥିବା ବେଳେ l ଏହି ଲକ୍‌ଡାଉନ୍‌ର ସୁଯୋଗ ନେଇ ଚୋରଙ୍କ ପାଦୃଭାବ ବର୍ତମାନ ସକ୍ରିୟ ରହିଥିବା କୁହାଯାଉଛି l ଆଜି ସୂର୍ଯ୍ୟଉଦୟ ପୂର୍ବରୁ ଶକ୍ତି ନଗର ୭ମ ଲାଇନ ଅଞ୍ଚଳର ବିରଞ୍ଚି ଗୌଡ଼ଙ୍କ କିରାଣୀ ଦୋକାନରେ ତାଲା ଭାଙ୍ଗି ଚୋରି କରିନେଇଥିବାରୁ ସଦର ନିମଖଣ୍ଡି ପାଣ୍ଠିକୁ ଆସି ଅଭିଯୋଗ କରିଥିଲେ l

ପରେ ପାଣ୍ଠିଅଧିକାରୀ ଧୋବା ସ୍ୱାଇଁ ଅଭିଯୋଗକୁ ଦୃଷ୍ଟିକୁ ନେଇ ତଦନ୍ତ କରିଥିଲେ l ତଦନ୍ତରୁ ଦୋକାନରେ ତାଲାଜୁଲା ଅବସ୍ଥାଥିବା ନେଇ ସନ୍ଧେହ ପ୍ରକାଶ କରିଥିଲେ l ଦୋକାନୀ ପ୍ରତିକ୍ରିୟା ଅନୁଯାୟୀ ଦୋକାନରେ ଚୋରି ହେବା ପରେ ଦୋକାନୀ ମାଲିକ ବିରଞ୍ଚି ଗୌଡ଼ ନୂତନ ତାଲା ଜୁଲାଇଥିବା ଅଭିଯୋଗ କରିଛନ୍ତି l ପୋଲିସ ଏହାର ଉପଯୁକ୍ତ ତଦନ୍ତ କରିବା ପାଇଁ ଦାବି କରିଛନ୍ତି I

ଏହି ସମୟରେ କୁଚୁରା ଦୋକାନୀଙ୍କ ମାନ୍ଧାଅବସ୍ଥା ସୃଷ୍ଟି ରହିଥିବା ବେଳେ l ଏହି ଲକ୍‌ଡାଉନ୍‌ର ସୁଯୋଗ ନେଇ ଚୋରଙ୍କ ପାଦୃଭାବ ବର୍ତମାନ ସକ୍ରିୟ ରହିଥିବା କୁହାଯାଉଛି l ଆଜି ସୂର୍ଯ୍ୟଉଦୟ ପୂର୍ବରୁ ଶକ୍ତି ନଗର ୭ମ ଲାଇନ ଅଞ୍ଚଳର ବିରଞ୍ଚି ଗୌଡ଼ଙ୍କ କିରାଣୀ ଦୋକାନରେ ତାଲା ଭାଙ୍ଗି ଚୋରି କରିନେଇଥିବାରୁ ସଦର ନିମଖଣ୍ଡି ପାଣ୍ଠିକୁ ଆସି ଅଭିଯୋଗ କରିଥିଲେ l ପରେ ପାଣ୍ଠିଅଧିକାରୀ ଧୋବା ସ୍ୱାଇଁ ଅଭିଯୋଗକୁ ଦୃଷ୍ଟିକୁ ନେଇ ତଦନ୍ତ କରିଥିଲେ l

ତଦନ୍ତରୁ ଦୋକାନରେ ତାଲାଜୁଲା ଅବସ୍ଥାଥିବା ନେଇ ସନ୍ଧେହ ପ୍ରକାଶ କରିଥିଲେ l ଦୋକାନୀ ପ୍ରତିକ୍ରିୟା ଅନୁଯାୟୀ ଦୋକାନରେ ଚୋରି ହେବା ପରେ ଦୋକାନୀ ମାଲିକ ବିରଞ୍ଚି ଗୌଡ଼ ନୂତନ ତାଲା ଜୁଲାଇଥିବା ଅଭିଯୋଗ କରିଛନ୍ତି l ପୋଲିସ ଏହାର ଉପଯୁକ୍ତ ତଦନ୍ତ କରିବା ପାଇଁ ଦାବି କରିଛନ୍ତି I

ଦୋକାନୀ ମାଲିକ ବିରଞ୍ଚି ଗୌଡ଼