Home ଆଞ୍ଚଳିକ ବାରଖମା ଡୋକ୍ରା ଶିଳ୍ପ କେନ୍ଦ୍ର ଉତ୍ପାଦନରେ : କରୋନା ମାଡ

ବାରଖମା ଡୋକ୍ରା ଶିଳ୍ପ କେନ୍ଦ୍ର ଉତ୍ପାଦନରେ : କରୋନା ମାଡ

38
ବାରଖମା ଡୋକ୍ରା ଶିଳ୍ପ କେନ୍ଦ୍ର

ବାଲିଗୁଡା, ୧୭/୦୪ (ସୁକାନ୍ତ କୁମାର ତ୍ରିପାଠୀ) ; କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ବାରଖମା ଗ୍ରାମ ପଂଚାୟତ ଠାରେ ସ୍ଵ ରୋଜଗାରରେ ନିର୍ମିତ ଡୋକ୍ରା ଶିଳ୍ପ କେନ୍ଦ୍ର | ଏଥିରେ ବସ ବାସ କରୁଥିବା ଡୋକ୍ରା ପରିବାରର ସଦସ୍ୟ ମାନେ ମୂର୍ତ୍ତି ତିଆରି କରି ସେ ଗୁଡିକୁ ବିକ୍ରି ପାଇଁ ସଜାଇ ରଖୁଥିଲେ ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ଆସି ଏହି ମୂର୍ତ୍ତି ଗୁଡିକ କିଣି ନେଉଥିଲେ | ବର୍ତମାନ ସାରା ଦେଶରେ ଲକ୍ ଡାଉନ୍ ଚାଲିଥିବା ହେତୁ କୌଣସି ପର୍ଯ୍ୟଟକ ଡୋକ୍ରା ଶିଳ୍ପ କେନ୍ଦ୍ରକୁ ଆସୁ ନ ଥିବାର ଦେଖିବାକୁ ମିଳୁଛି | ବର୍ତମାନ ସେମାନେ ଚଳିଵା ପାଇଁ ଅସମର୍ଥ ଅନୁଭବ କରୁଛନ୍ତି |