
ବାଲିଗୁଡା, (କନ୍ଧମାଳ) ୧୫।୦୪ (ସୁକାନ୍ତ କୁମାର ତ୍ରିପାଠୀ) : ସାରା ବିଶ୍ୱ କରୋନା କବଳରେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ବିପଦ ସମୟର ବନ୍ଧୁ ହବତ ଏମିତି। କରୋନା ଭଳି ମହାମାରୀ ସମୟରେ ଗରୀବ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିବା ବେଳେ ସାହାଯ୍ୟର ହାତ ବଢାଇଛନ୍ତି | ବାଲିଗୁଡ଼ା ହସ୍ପିଟାଲ ଆଗରେ ସଂକଳ୍ପ ଫାଉଂଡେସନ ତରଫରୁ ରନ୍ଧା ଖାଦ୍ୟ ଭାତ ସହିତ ଡାଲମା, ଆଚାର ବଣ୍ଟନ ଦୃଶ୍ୟ ଦେଖିବାକୁ ମିଳିଛି | ଖାଦ୍ୟ ଖାଇବା ପାଇଁ ଲୋକଙ୍କର ଧାଡି ଲାଗିଥିଲା, ଏଥିରେ ବହୁ ସଂଖ୍ୟାରେ ପୁରୁଷ, ସ୍ତ୍ରୀ ଖାଦ୍ୟ ଖାଉଥିବାର ଦେଖବାକୁ ମିଳିଥିଲା ଏବଂ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ଅତି ସୁରୁଖୁରୁରେ ଗରୀବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରି ମହାନତାର ପରିଚୟ ପ୍ରଦାନ କରିଛନ୍ତି। ସଂକଳ୍ପ ଫାଉଂଡେସନ କର୍ମକର୍ତା |






