Home ଆଞ୍ଚଳିକ ବାଲିଗୁଡା ମେଡିକାଲ ଛକରେ ରନ୍ଧା ଖାଦ୍ୟ ବଣ୍ଟନ

ବାଲିଗୁଡା ମେଡିକାଲ ଛକରେ ରନ୍ଧା ଖାଦ୍ୟ ବଣ୍ଟନ

114


ବାଲିଗୁଡା, (କନ୍ଧମାଳ) ୧୪/୦୪ (ସୁକାନ୍ତ କୁମାର ତ୍ରିପାଠୀ) : ମା ପାଟ୍ଟଖଣ୍ଡା ଏଚପି ଗ୍ୟାସ ଏବଂ ଫ୍ରୀଏଣ୍ଡ୍ସ ସଂଗଠନ ତରଫରୁ ବାଲିଗୁଡା ମେଡିକାଲ ଛକରେ ରନ୍ଧା ଖାଦ୍ୟ ଓ ପଣା ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା | ଏଥିରେ ବହୁ ସଂଖ୍ୟାରେ ଲୋକମାନେ ଖାଦ୍ୟ ଖାଇସାରିବା ପରେ ପଣା ପିଇବାର ଦେଖିବାକୁ ମିଳିଥିଲା