Wednesday, November 11, 2026
Home ଆଞ୍ଚଳିକ ନଳିହାଡ଼ ରେ ଅସହାୟ ବ୍ୟକ୍ତି ଙ୍କୁ ଖାଦ୍ୟ ବଣ୍ଟନ

ନଳିହାଡ଼ ରେ ଅସହାୟ ବ୍ୟକ୍ତି ଙ୍କୁ ଖାଦ୍ୟ ବଣ୍ଟନ

36

କୁକୁଡ଼ାଖଣ୍ଡି ୧୩/୦୪ (ଜିଲ୍ଲା ଖବର) : ସାରାବିଶ୍ୱ ରେ କରୋନା ର ଭୟ ଚାଲିଥିବା ବେଳେ ଏକ ଆଧ୍ୟାତ୍ମିକ ମାଧ୍ୟମରେ ନଳିହାଡ଼ ର ଯୁବଗୋଷ୍ଠୀ ସମଗ୍ର ବିଶ୍ଵପକୁ ଏହି ମହାବିପଦ ରୁ ଉଧାର କରିବାଲାଗି ପୂଜା ଅର୍ଚନା ଆଡ଼ମ୍ବର ସହ ନକରି ନୀଡ଼ାମ୍ବର ସହ ପାଳନ କରିଥିଲେ l ଆଜି ପବିତ୍ର ପଣା ସଙ୍କରାନ୍ତି ଆବସରରେ ସଙ୍କଟ ମୋଚନ ଶ୍ରୀ ହନୁମାନ ପୂଜା ଵିଧି ବହୁ ଆଡ଼ମ୍ବର ସହ ପ୍ରତେକ ବର୍ଷ ପାଳନ କରାଯାଉଥିଲା l କିନ୍ତୁ ଏହି ବର୍ଷ କରୋନା ଭାଇରସ ପାଇଁ ଓଡିଶା ସରକାରଙ୍କ ଲକ୍ ଡ଼ାଉନ୍ ଘୋଷଣା ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଙ୍କ ନିର୍ଦେଶ କୁ ମାନି ଜନ ଗହଳି ନକରି ଶହେଆଠ ହନୁମାନ ଚାଳିଶା ପାଳନ କରାଯାଇଛି l କରୋନା ରୂପକ ରାକ୍ଷସ କୁ ସମୂଳେ ବିନାଶ କରିବାଲାଗି ପ୍ରାଥନା କରିଥିଲେ ଯୁବ ଗୋଷ୍ଠୀ l ଏହା ବ୍ୟତୀତ ଶହେଆଠ ଗରିବ ଅସହାୟ ବ୍ୟକ୍ତି ଙ୍କୁ ଅର୍ଣ୍ଣଭୋଜନ କରିଥିଲେ l ଏଥିରେ ଗଞ୍ଜାମ ଜିଲ୍ଲା ସମବାୟ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ ଏଥିରେ ସହାୟତା କରିଥିଲେ l ସହଯୋଗ କରି ଭଗବାନ ସ୍ୱାଇଁ, ଦିଲ୍ଲୀପ ଲେଙ୍କା, ଭୀମ ସ୍ୱାଇଁ, ନବଘନ ସ୍ୱାଇଁ, ତ୍ରିମୁତି ସ୍ୱାଇଁ, କୃଷ୍ଣ ବେହେରା, ଦୃଜ୍ୟଧନ ଲେଙ୍କା, ମାଡ୍ରାସ ଲେଙ୍କା, ସହଯୋଗ କରିଥିଲେ l

ରିପୋର୍ଟ: ପ୍ରଫୁଲ୍ଲ ସାବତ।