Wednesday, November 11, 2026
Home ଆଞ୍ଚଳିକ କୁକୁଡ଼ାଖଣ୍ଡି ବିଡିଓଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ

କୁକୁଡ଼ାଖଣ୍ଡି ବିଡିଓଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ

118

କୁକୁଡ଼ାଖଣ୍ଡି ୧୨/୦୪ (ଜିଲ୍ଲା ଖବର) : କୁକୁଡ଼ାଖଣ୍ଡି ବିଡିଓଙ୍କ ବାହାର ରାଜ୍ୟରୁ ଆସି ଫସିରହିଥିବା ଶ୍ରମିକ ମାନଙ୍କ ପାଇଁ ବଦାନ୍ୟତା।ବ୍ଳକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଭ୍ରମଣ କରିବା ସହ ଫସିରହିଥିବା ଶ୍ରମିକ ମାନଙ୍କ ପାଇଁ ରାସନ୍ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି କୁକୁଡ଼ାଖଣ୍ଡି ବିଡିଓ ଶ୍ରୀ ଗଦାଧର ପାତ୍ର।ଏଭଳି ପରିସ୍ଥିତିରେ ଜନସାଧାରଣଙ୍କୁ ସଚେତନତା କରାଇବା ଏବଂ ସାମାଜିକ ଦୂରତ୍ବ ରକ୍ଷା କରିବା ନିମନ୍ତେ ପ୍ରାଧାନ୍ୟ ଦେବା ଏକ ପ୍ରଶଂସନୀୟ କାର୍ଯ୍ୟ ହୋଇଥିବା ସ୍ଥଳେ ବାହାର ରାଜ୍ୟରୁ ଆସି ଫସିରହିଥିବା ଆଠଜଣ ଶ୍ରମିକ ଜନିଗୁଡା ବାଲେଶ୍ବର ନିକଟକୁ ଖୋଦ ବିଡିଓ ଯାଇ ସେମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ।
।

ରିପୋର୍ଟ ରତ୍ନାକର ଶିଅ