Wednesday, November 11, 2026
Home ଆଞ୍ଚଳିକ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ଯୁବକ ମାନଙ୍କ ଛୋଟ ପ୍ରୟାସ

ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ଯୁବକ ମାନଙ୍କ ଛୋଟ ପ୍ରୟାସ

105

ହିଞ୍ଜିଳିକାଟୁ ୧୦/୦୪ ( ଜିଲ୍ଲା ଖବର) : ସମଗ୍ର ଦେଶରେ କୋରନI ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ ଥିବା ବେଳେ ଦିନ କୁ ଦିନ କୋରନI ସଂକ୍ରମଣ ହର ବଢିବାରେ ଲାଗିଛି Iଏବଂ ଏହି ସମୟରେ ନିଜାମଉଦ୍ଧିନ ଫେରନ୍ତା ସ୍ତିତିକୁ ଗମ୍ଭୀର କରିଛି I ଏହି କୋରନ ସଂକ୍ରମଣ ହାରକୁ କମାଇବା ପାଇଁ ସରକାର ସମଗ୍ର ଭାରତରେ ଲକ ଡାଉନ ଘୋଷଣା କରିଛନ୍ତି I ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ Ralaba ଗ୍ରାମରେ କୋରନI ପାଇଁ ଗ୍ରାମବାସୀ ସଚେତନ ହେବାର ଦେଖିବାକୁ ମିଳିଛି Iସୌଦା କିଣିବା ବେଳେ ସାଧାରଣ ଦୂରତ୍ୱ ରକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କ ନିଁର୍ଧେଶକ୍ରମେ ଧଳା ରଙ୍ଗର ଗୋଲେଇ କାଟି ଗୋଲେଇ ମଧ୍ୟରେ ରହିବ ପାଇଁ ସାଧାରଣ ଜନତାଙ୍କୁ ନିବେଦନ କରିଥିଲେ Iଏହି କାର୍ଯ୍ୟରେ ପ୍ରମୁଖ ନୀଳ ଭୋଉଳ,ପପୂନୁ ପରିଡା,ଚନ୍ଦନ ଦଳାଇ ଏବଂ ଦୀପକ କୁମାର ପରିଡା ପରିଚାଳନା ଓ ସହଯୋଗ କରିଥିଲେ I
ରିପୋର୍ଟ ପ୍ରଶାନ୍ତ କୁମାର ରଣା