
ବୈପାରିଗୁଡ଼ା ୦୯/୦୪ (ଜିଲ୍ଲା ଖବର) : ଲକ୍ଡାଉନ୍କୁ ନ ମାନି ବୈପାରିଗୁଡ଼ାର ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଧରିଛି ବୈପାରିଗୁଡ଼ା ପୋଲିସ । ୬ଟି ବାଇକ ଓ ୨ଟି ଅଟୋ ରିକ୍ସା ଧରାଯାଇଥିବା ବେଳେ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ସୂଚନା ଦେଇଛନ୍ତି । ବୈପାରିଗୁଡ଼ା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।



