Home ଆଞ୍ଚଳିକ ଡ୍ରାଇଭର ମାନଙ୍କ ଦୁଃଖ ବୁଝିବ କିଏ

ଡ୍ରାଇଭର ମାନଙ୍କ ଦୁଃଖ ବୁଝିବ କିଏ

77

ବାଲିଗୁଡା, ୯ା୪ (ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଓଡିଶା ମୋଟର ଚାଳକ ସଂଘ ବାଲିଗୁଡା ଶାଖା ଶ୍ରୀ ଅବ୍ରହାମ ଦିଗାଲ ଜିଲ୍ଲା ସଭାପତି ଶ୍ରୀ ବାସୁ କହଁର କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଗୁହାରି ଜଣାଇଛନ୍ତି ଜେ କରୋନା ମହାମାରୀରୁ ବଞ୍ଚିବା ପାଇଁ ବି ପି ଏଲ ଯବ କାର୍ଡ଼ ମାନଙ୍କ ପାଇଁ ସୁବିଧା ଯୋଗାଇ ଦିଆଯାଇଛି I ଡ୍ରାଇଭର ମାନଙ୍କ ପାଇଁ କିଛି ମଧ୍ୟ କରାଯାଇନାହିଁ ଧନ୍ୟବାଦ ଦେଉଛୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କେଜେରିବାଲଙ୍କୁ ଡ୍ରାଇଭର ମାନଙ୍କ ପାଇଁ ୫୦୦୦ ଟଙ୍କା ଘୋଷଣା କରିଛନ୍ତି I ସେମିତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଡ୍ରାଇଭର ପାଇଁ ମଧ୍ୟ ଘୋଷଣା କଲେ ଅନ୍ୟ ପରିବାର ଯେପରି ବଞ୍ଚୁଛନ୍ତି ସେମାନେ ମଧ୍ୟ ସେହିପରି ବଂଚିବେ, ଓଡିଶା ମୋଟର ଚାଳକ ସଂଘ ଜିଲ୍ଲା ସଭାପତି ଶ୍ରୀ ବାସବ କଂହର କନ୍ଧମାଳ ଜିଲ୍ଲା ଆଡ଼ଭାଇଜର ଶ୍ରୀ ଫିଲିପ କୁମାର ଦିଗାଲ ବାଲିଗୁଡା ଶାଖା ସଭାପତି ଶ୍ରୀ ଅଭିରାମ ଦିଗାଲ ଉପସଭାପତି ଶ୍ରୀ ଇଶ୍ରାଲୟ ଖାନ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି I