Home ଆଞ୍ଚଳିକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ

ମାସ୍କ ପିନ୍ଧିବା ବାଧ୍ୟତା ମୂଳକ

43
Image: Parade


ବାଲିଗୁଡା, (କନ୍ଧମାଳ) ୯ା୪ (ସୁକାନ୍ତ କୁମାର ତ୍ରିପାଠୀ) : ଆଜିଠାରୁ ରାଜ୍ୟ ସରକରଙ୍କ ମୁଖପାତ୍ର ସୁବ୍ରତ ବାଗଚି କରୋନାର ମୁକାବିଲା ପାଇଁ କେତେକ ସତର୍କତା ଅବଲମ୍ବନ କରିବା ନେଇ ନିର୍ଦେଶ ଜାରି କରିଛନ୍ତି I ବିନା ମାସ୍କରେ ଘରୁ ବାହାରିବା ମନା, ଏହି ନିଦେର୍ଶକୁ ପାଳନ କରିବାକୁ ବାଲିଗୁଡା ପୋଲିସ କଡାକଡୀ ଭାବେ ପ୍ରୟାସ ଜାରି ରଖିଛନ୍ତି I ଯଦି ମାସ୍କ ନ ମିଳିବ ତେବେ ରୁମାଲ ବାନ୍ଧି ଘରୁ ପଦାକୁ ବାହାରିବ, ଘରକୁ ଫେରିଵା ପରେ ସେହି କପଡାକୁ ଲୁଣ ପାଣିରେ ଭିଜାଇ ସଫା କରିବେ,ହାତ ଓ ମୁହଁକୁ ଭଲ ଭାବରେ ସାବୁନ ଦ୍ୱାରା ପରିଷ୍କାର କରିବେ ଏହି ନୀତିକୁ ମାନି ଚଳିଲେ ଆମେ କରୋନାର କବଳରୁ ନିଜକୁ ସୁରକ୍ଷିତ ରଖିପାରିବା I