Tuesday, October 13, 2026
Home ଆଞ୍ଚଳିକ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

10

ଭୁବନେଶ୍ୱର, ୭/୪ (ବ୍ୟୁରୋ) : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨ବର୍ଷୀୟ ଏହି ଆକ୍ରାନ୍ତ ଯୁବକ କେନ୍ଦ୍ରାପଡ଼ାର ବୋଲି ସୂଚନା ମିଳିଛି। ସେ ଗତ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ସୋମବାର ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।