
ହିଞ୍ଜିଳିକାଟୁ ୩୧/୦୩/ ( ଜିଲ୍ଲା ଖବର): କରୋନା ଭାଇରସ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଲକ୍ ଡାଉନ୍ ଘୋଷଣା କରିବା ପରେ।ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ଥିବା ଗରିବ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ।ଆଜି ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମରେ ସର୍ବ ମୋଟ ୬୫ ଜଣଙ୍କୁ ଯୋଗାଇ ଦିଆଯାଇଛି ରନ୍ଧା ଖାଦ୍ୟ।କିନ୍ତୁ ଦୁଃଖର ବିଷୟ ଏହି କାର୍ଯ୍ୟରେ ୨ ଜଣ ନାବାଳକ ଖାଦ୍ୟ ବାଣ୍ଟୁ ଥିବାର ଦେଖିବାକୁ ମିଳିଛି।ଏଠି ପ୍ରଶ୍ନ ଉଠିଛି କଣ ଲୋକଙ୍କ ଅଭାବ ପଡିଲା ଯେ ନାବାଳକଙ୍କୁ ନିଯୁକ୍ତି କରିବାକୁ ପଡିଲା।ନା ଟଙ୍କା କୁ ଆତ୍ମ ଘାତ କରିବା ପାଇଁ ଏହି ଚକ୍ରାନ୍ତ।


