Wednesday, November 11, 2026
Home ଆଞ୍ଚଳିକ ଓଡିଶା ଆଦର୍ଶବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୧୨୨ ଛାତ୍ର ଛାତ୍ରୀ ।

ଓଡିଶା ଆଦର୍ଶବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୧୨୨ ଛାତ୍ର ଛାତ୍ରୀ ।

73

ଚନ୍ଦ୍ରପୁର (ଜିଲ୍ଲା ଖବର) ୦୧/୦୩/ : ରାୟଗଡାଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦରମହକୁମା ସ୍ଥିତ ଓଡିଶା ଆଦର୍ଶବିଦ୍ୟାଳୟ ଠାରେ ପ୍ରବେଶିକା ପରୀକ୍ଷା ଅନୁଷ୍ଟିତହୋଇଥିଲା |ମୁଖ୍ୟଅତିଥିଭାବେ ମୁନିଗୁଡାଶିକ୍ଷା ବିଭାଗର ବିଇଓ ଶ୍ରୀ ରାଧାକାନ୍ତ ଛତ୍ରି ଯୋଗଦେଇଥିଲେ | ପରିକ୍ଷା ଦେବା ନିମନ୍ତେ ଚନ୍ଦ୍ରପୁର ବ୍ଲକର ୧୨୨ଜଣ ଛାତ୍ର ଛାତ୍ରୀ ଉପସ୍ତିତହୋଇ ଷଷ୍ଟ.ସପ୍ତମ ଅଷ୍ଟମ ଓ ନବମଶ୍ରେଣୀ ପାଇଁ ଚୟନ ପରୀକ୍ଷା ଦେଇଥିଲେ | ଛାତ୍ର ଛାତ୍ରୀ ପରୀକ୍ଷା ଦେବା ସମୟରେ ଓଡିଶା ଆଦର୍ଶବିଦ୍ୟାଳୟ ର ପ୍ରିନସ୍ ପାଲ ଶ୍ରୀ ସମିରନାଗ, ସହକାରି ଶିକ୍ଷକ ଶ୍ରୀରାହୁଲ ସାହୁ , ଅମିତକୁମାରସାହୁ, ଜଗେଶ୍ୱରବେହେରା, ଚୟାନାଥପାଢି. ଶିକ୍ଷୟତ୍ରୀ ଜୟଶ୍ରୀତିରିୟା ଓ ପୋଲିସ କନେଷ୍ଟବଲ ଶ୍ରୀ ଏସ କେ ସତପତି ଯୋଗଦେଇ ଥିଲେ |ଏହି ପରିଖ୍ୟା ସଖାଳ ୯ ଘଣ୍ଟା ଠାରୁ ୧୧ ଟାପର୍ଯ୍ୟନ୍ତଚ଼ାଲିଥିଲା।ଶାନ୍ତି ଶୃଙ୍ଖଳା ସହ ୧୨୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।