
ବ୍ରହ୍ମପୁର, ୧୯/୨(ଡିଏନ୍):ଡ଼ା. କେ. ଏମ. ପାଠୀ ଆଜି ତା ୧୯.୨.୨୦୨୦ ରିଖରେ ନିଜ ଘର କାଳୀ ମନ୍ଦିର ନିକଟ, ନୂଆ ବସଷ୍ଟାଣ୍ଡ ଠାରେ ସକାଳ ୯ ଘଣ୍ଟା ସମୟରେ ବି.ଏମେ.ଡି ପରୀକ୍ଷା ମାଗଣାରେ ହେବ ଓ ସମସ୍ତ ବରିଷ୍ଟ ନାଗରିକ ଓ ଅନ୍ୟ ଯିଏ ଚାହିଁବେ ଆସି ନିଜର ଆଣ୍ଠୁ ଗଣ୍ଠି ପରୀକ୍ଷା କରିବା ସହିତ ୟୁରିଆ ପରୀକ୍ଷା କରିବା ପାଇଁ ଅନୁରୋଧ କରିଚନ୍ତି ସଭାପତି I



