
କନ୍ଧମାଳ,୨୪/୮(ଜିଲ୍ଳାଖବର) : କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ବାଲିଗୁଡା ବ୍ଲକରେ ଚାଷୀ ମାନଙ୍କ କୃଷି ପଞ୍ଜିକରଣ ନିମନ୍ତେ ଅନଲାଇନରେ ଫର୍ମ ଆବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଏସିଏସଓ ସୂର୍ଯ୍ୟ ପାଣିଗ୍ରାହୀ, ସୁଡ୍ରା ଲ୍ୟାମ୍ପ ଏମଡ଼ି ଜୟଦେବ ଲେଙ୍କା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ସୁଡ୍ରା ଲ୍ୟାମ୍ପରେ ପ୍ରଥମ ଦିନରେ ଲଣ୍ଡାଗାଁ ଗ୍ରାମପଞ୍ଚାୟତର 180ଜଣ ଚାଷୀ ଆବେଦନ କରିଥିଲେ ।



