Home ଆଞ୍ଚଳିକ ଭାଷା ପାଇଁ ଆନ୍ଦୋଳନ

ଭାଷା ପାଇଁ ଆନ୍ଦୋଳନ

32

ଫୁଲବାଣୀ, (ସୁକାନ୍ତ କୁମାର ତ୍ରିପାଠୀ) ; ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ପ୍ରଚଳନ କରିବାକୁ ଫୁଲବାଣୀରେ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସରେ ସରକାରଙ୍କୁ ସଚେତନ କରାଯାଉଛି। ଏହି ଦିବସରେ ଫୁଲବାଣୀ ସଦର ମହକୁମାର ବହୁ ବରିଷ୍ଠ ସମାଜସେବୀ ଓ କୁନି କୁନି ଛାତ୍ରଛାତ୍ରୀ ଯୋଗଦେଇଥିଲେ I