
ବାଲିଗୁଡା, (ସୁକାନ୍ତ କୁମାର ତ୍ରିପାଠୀ); କନ୍ଧମାଳ ଜ଼ିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁବାଷ ବୋଷ ସ୍ନାତକ କଲେଜର ୨୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର, ଓ ଚେରମେନ ପ୍ରକାଶ ପାତ୍ର, ଡାକ୍ତର ବିଶ୍ୱେଶ୍ୱର ଆଚାର୍ୟ୍ୟ ଏବଂ ଆର.ଦିଗଲ ତଥା ଅନନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ସହିତ ବହୁ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




