Saturday, August 8, 2026
Home ଆଞ୍ଚଳିକ କରିଡ ସିଯା ପାଣି ପିଇ ଦୁଇ ଗୋମାତା ଗୁରୁତର, ଏକ ମୃତ

କରିଡ ସିଯା ପାଣି ପିଇ ଦୁଇ ଗୋମାତା ଗୁରୁତର, ଏକ ମୃତ

1

ଭଞ୍ଜନଗର,୮/୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା, ଭଞ୍ଜନଗର ନିକବର୍ତ୍ତୀ କୁଲାଡ ଗ୍ରାମ ହାଇସ୍କୁଲ ସାହି ରେ ଆଜି ଭୋର ସକାଳୁ ଏକ ଅଭାବନୀୟ ଦୁର୍ଘଟଣା ଘଟି ଯାଇଛି, ହାଇସ୍କୁଲ ସାହିର କୁନା ପ୍ରଧାନ ନାମକ ଏକ ବ୍ୟକ୍ତି ଜଣକ ଗୋରୁ ଗାଈ ପାଳନ କରନ୍ତି,ଆଜି ସକାଳେ ହଟାତ୍ ତାଙ୍କ ଗାଈ ଖାଉଥିବା ଡଙ୍ଗାରେ କେହି ଭୁଲ ବଶତଃ କରୀଡ ସିଜl ପାଣି ପକାଇ ଦେଇଥିଲା, ସେହି ପାଣି ଏବଂ ପେଜ ପିଇ ତିନୋଟି ଗୋମାତା ଗୁରୁତ୍ତର ହେଇଥିଲେ, ଏଥି ମଧ୍ୟରୁ ଏକ ଛୋଟ ବାଛୁରୀ ମରିଯାଇଛି, ପ୍ରକାଶ ଥାଉକି ଭଞ୍ଜ ନଗର ଅଞ୍ଚଳରେ ଥିବା ପଶୁ ଡାକ୍ତର ଖାନାରେ ଥିବା କିଛି ଅନଭିଜ୍ଞ ଚିକିତ୍ସକ ଯୋଗୁଁ ବାଛୁରୀ ଟି ମୃତ୍ତୁ ବରଣ କରିଛି l