Sunday, October 11, 2026
Home ଆଞ୍ଚଳିକ ଟି. ପି.ଏସ.ଓ. ଡିଏଲ୍, ଭେଜିପୁଟ୍ ତରଫରୁ ମାସିକ ସୁରକ୍ଷା ଏବଂ କାର୍ଯ୍ୟ ସମୀକ୍ଷା ବୈଠକ

ଟି. ପି.ଏସ.ଓ. ଡିଏଲ୍, ଭେଜିପୁଟ୍ ତରଫରୁ ମାସିକ ସୁରକ୍ଷା ଏବଂ କାର୍ଯ୍ୟ ସମୀକ୍ଷା ବୈଠକ

64

ଭଞ୍ଜନଗର ,୬/୮(ଜିଲ୍ଲା ଖବର) : ଟି. ପି.ଏସ.ଓ. ଡିଏଲ୍, ଭେଜିପୁଟ୍ ତରଫରୁ ମାସିକ ସୁରକ୍ଷା ଏବଂ କାର୍ଯ୍ୟ ସମୀକ୍ଷା ବୈଠକ ପାଳିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ, ଭଞ୍ଜନଗର ଟି. ପି. ଏସ.ଓ.ଡିଆଲ ର ସମ୍ମାନୀୟ ଏସ. ଡି. ଓ. ସୁଦୀପ କୁମାର ବେହେରା ମହୋଦୟ, ଜୁନିଅର ଇଞ୍ଜନିୟର ଏ.ରବୀନ୍ଦ୍ର କୁମାର ମହୋଦୟ, ଆର.ପି.ଓ.ଗୌରୀ ଶଙ୍କର ବଳ ମହୋଦୟ, ସିନିୟର୍ ଲାଇନ୍ ମେନ୍, ବିନୋଦ କୁମାର ସାହୁ, ସତ୍ୟ ନାରାୟଣ ବେହେରା, ସଂଯୋଜକ ଶୁଭେନ୍ଦୁ ମିଶ୍ର, ସୁପର୍ ଭାଇଯାର୍ ଦୀପକ କୁମାର ସାହୁ, ଭେଜିପୁଟ୍ ସେକସନ ର ସମସ୍ତ ଲାଇନମେନ୍, ହେଲପର ଯୋଗ ଦେଇଥିଲେ