Sunday, October 18, 2026
Home ଜାତୀୟ ନୋଭେଲ କରୋନା ଭୂତାଣୁ : କେରଳରେ ତୃତୀୟ ସଂକ୍ରମିତ ଚିହ୍ନଟ

ନୋଭେଲ କରୋନା ଭୂତାଣୁ : କେରଳରେ ତୃତୀୟ ସଂକ୍ରମିତ ଚିହ୍ନଟ

13
Image: LiveMit

କେରଳ : କେରଳରେ ତୃତୀୟ ରୋଗୀ ନୋଭେଲ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରାନ୍ତ ଜଣକ ଚୀନର ଉହାନରୁ ଫେରିଥିଲେ । ତାଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ ହେବା ପରେ ତାଙ୍କୁ ଡାକ୍ତରଖାନାରେ ପୃଥକ ଭାବେ ରଖି ଚିକିତ୍ସା କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ତାଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।