
ଭଞ୍ଜନଗର,୩୧/୭(ଜିଲ୍ଲା ଖବର : ପିତୃ ମାତୃ଼୍ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମୀଳନୀ ଦିବସ ପାଳିତ ହୋଇଥିଲା। ଏହି ସମ୍ମୀଳନୀରେ ସଭାପତି ଭାବେ ଶ୍ରୀମତୀ କ୍ରୀଷ୍ଣା ବିଷୋୟୀ, ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗିତାନଜଳୀ ବଡମୁଣଡୀ, ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସପନା ରାଣି ମହାପାତ୍ର, ଶ୍ରୀମତୀ ନିରୁପମା ତ୍ରୀପାଠୀ , ଶ୍ରୀମତି ଝୁଲି କୁମାରୀ ବେହେରା, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ, ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରିୟମ୍ବଦା ବେହେରା, ଶ୍ରୀମତୀ ସୁପ୍ରଭା କୁମାରୀ
ସ୍ବାଇଁ, ଶ୍ରୀମତୀ ନିକିତା ଗଉଡ, ଶ୍ରୀମତୀ ଗୀତାଞ୍ଜଳି ନାୟକ, ଶିକ୍ଷକ ଦେବୀ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ, ଏଥିରେ ଦେବୀ ପ୍ରସାଦ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ ଏଯେନଡା ର ପ୍ରତି ବିଷୟ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ମାଁ ପାଇଁ ଗଛ ଟିଏ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ପରାମର୍ଶ, ବିଦ୍ୟାଳୟ କୁ ଆସୁଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ପୁନଖାନୁ ପୁନଖ ଭାବରେ ଆଲୋଚନା କରିଥିଲେ। ଏବଂ ପରିଶେଷରେ ଶ୍ରୀମତୀ ପ୍ରିୟମ୍ବଦା ବେହେରା ମହାଶୟା ଧନ୍ୟବାଦ ଅର୍ପଣ କରିଥିଲେ।



