Home ଆଞ୍ଚଳିକ ସେବା ସଂସ୍ଥାନର ରକ୍ତଦାନ ଶିବିର

ସେବା ସଂସ୍ଥାନର ରକ୍ତଦାନ ଶିବିର

36

ଚିକିଟି,୧୪/ ୭ : ରକ୍ତର ଅଭାବ ସମସ୍ୟା ଦୂର କରିବା ପାଇଁ ଚୈତନ୍ୟଚନ୍ଦ୍ରପୁର ଶାସନ ର ନନ୍ଦିକେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ସାମାଜିକ ଅନୁଷ୍ଠାନ ସେବା ସଂସ୍ଥାନ ଅନୁକୂଲ୍ୟରେ ଏକ ରକ୍ତଦାନ ଶିବିର ର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କିଶୋର ଚନ୍ଦ୍ର ପାଢୀ, ହରିଚନ୍ଦ୍ର ସାହୁ , ଲବ କିଶୋର ପାଢି , ପାର୍ଥ ପ୍ରତିମ ପାଢି ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ କରିଥିଲେ । ସେବା ସଂସ୍ଥାନ ର ସଭାପତି କୃଷ୍ଣ ଚନ୍ଦ୍ର ସାହୁ , ସମ୍ପାଦକ ନାରାୟଣ ସେଠି , କୋଷାଧ୍ୟକ୍ଷ ନୀଳମାଧଵ ପାଢି ସମାଜସେବୀ ତଥା କେ ସିମାଞ୍ଚଳ, ସୁଦିପ୍ତ ପଟ୍ଟନାୟକ ଯୋଗ ଦେଇ ରକ୍ତଦାନ ଶିବିର କୁ ସଫଳ କରିଥିଲେ ଓ ଏଥିରେ ସହଯୋଗ କରିଥିଲେ । ଧୁବା ସାହୁ , ନାରାୟଣ ବେହେରା , ଶିବ ସାହୁ , ମନୋଜ ସାହୁ , ବିଘ୍ନରାଜ ବେହେରା ସନ୍ଦୀପ ବେହେରା , ସାମ୍ବାଦିକ ସନ୍ତୋଷ ମହାପାତ୍ର , ସୁକାନ୍ତ ପଟ୍ଟନାୟକ ,ବିକ୍ରମ ପଣ୍ଡା,ବୃନ୍ଦାବନ ପ୍ରଧାନ,ସିମାଚଳ ଦାସ,ସିମାଞ୍ଚଳ ସେଠୀ, କିରଣ ଅଧିକାରୀ , ବିକ୍ରମ ପଣ୍ଡା , ବି.ପ୍ରକାଶ,ସଚିନ ପ୍ରଧାନ ଏହି ସମସ୍ତ ସଭ୍ୟଙ୍କ ସାହଗୋଗ ରେ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବ୍ରହ୍ମପୁର ବଡ଼ମେଡ଼ିକାଲ ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।