Home ଆଞ୍ଚଳିକ ସାମଗ୍ରୀ ବଣ୍ଟନରେ ସ୍ବଚ୍ଛତାର ଆଘରେ ଗୋଲାପଡl ପଞ୍ଚାୟତ

ସାମଗ୍ରୀ ବଣ୍ଟନରେ ସ୍ବଚ୍ଛତାର ଆଘରେ ଗୋଲାପଡl ପଞ୍ଚାୟତ

62

ଭଞ୍ଜନଗର,୧୫/୬(ଜିଲ୍ଲା ଖବର) : ଗୋଲାପଡା ପଞ୍ଚାୟତ ତରଫରୁ କୃଷି ସାମଗ୍ରୀ ବଣ୍ଟନ ,ଯଥା ଗୋଟିଏ ମେଡିସିନ ସ୍ପ୍ରେ ମେସିନ ,ଗୋଟିଏ ଶାବଳ,ଗୋଟିଏ ଠିଆ କୋଡ଼ି,ଗୋଟିଏ ହlତକୋଡ଼ି,ଗୋଟିଏ ପାଲ ଏଭଳି ସାମଗ୍ରୀ 300 ରୁ ଅଧିକ ଲୋକଙ୍କୁ ବଣ୍ଟନ କରାଗଲା l ଏହି କାର୍ଯ୍ୟ କ୍ରମରେ ଗୋଳପଡl ପଞ୍ଚାୟତ ର ସମ୍ମାନୀୟ,ବିଶିଷ୍ଟ ସମାଜ ସେବୀ,ସ୍ୱଚ୍ଛ ମନା ଏବଂ ଭଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ସମ୍ମାନୀୟ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଠାରୁ ଅବର୍ଡ ପାଇଥିବା ସରପଞ୍ଚ ସୁକାନ୍ତ କୁମାର୍ ମଳିକ ,ସମିତ୍ସଭ୍ୟ ପୀତବାସ ପ୍ରଧାନ,ସଭାପତି ବାଳକୃଷ୍ଣ ଗୁରୁ,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଡାକୁଆ,ରମେଶ ପ୍ରଧାନ, ସନ୍ତୋଷ କୁମାର ଗୌଡ,ସୁନିଲ କୁମାର ସ୍ବାଇଁ,ଦିଲୀପ କୁମାର ପଣ୍ଡା,ସନ୍ତୋଷ କୁମାର ଭୂୟାଁ ,ବ୍ରଜ ବିହାରୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।