
ଚିକିଟି, ୧୯/୦୩(ଜିଲ୍ଲା ଖବର) : ଭାରତ ସରକାରଙ୍କ ସାଗର କବଚ ଅଭିଯାନ ପାଇଁ ମାର୍ଚ୍ଚ ୧୯ ଓ ୨୦ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ରେ ସୁରକ୍ଷା ଜାରି ରହିଛି । ଉପକୂଳ ତଟ ସୁରକ୍ଷା ନିମନ୍ତେ ଭାରତ ସରକାରଙ୍କ ଏହା ଏକ ଦୃଢ଼ ପଦକ୍ଷେପ। ଏଥି ଯୋଗୁଁ ସୁନାପୁର ବେଳାଭୂମି ରେ ପୋଲିସ ବିଭାଗ, ଫରେଷ୍ଟ ବିଭାଗ , ମତ୍ସ୍ୟ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ। ଆଜି ଆଡିସନାଲ ଏସ .ପି ,DFO ବେଳାଭୂମି ରେ ଉପସ୍ଥିତ ଥିଲେ।



