
ବ୍ରହ୍ମପୁର,୪/୩(ଜିଲ୍ଲା ଖବର) : ସ୍ଥାନୀୟ ବାବାଜୀତୋଟା ସାହି ସ୍ଥିତ ହୋଟେଲ ଜେ ବି ପ୍ରାଙ୍ଗଣ ଠାରେ ଓଡିଶା ର ସର୍ବ ପ୍ରଥମ ଅର୍ଜୁନ ହସ କ୍ଲବ, ବ୍ରହ୍ମପୁର ର ସାଧାରଣ ପରିଷଦ ବୈଠକ ସଭାପତି ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ସାଧାରଣ ସମ୍ପାଦକ ଡାକ୍ତର ସମରେନ୍ଦ୍ର କୁମାର ସାହୁ, ଉପଦେଷ୍ଠl ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସୁବ୍ରତ କୁମାର ସାହୁ, ବରିଷ୍ଠ ସଦସ୍ୟ ତଥା ଅସ୍ଥିଶଲ୍ୟ ବିଶାରଦ ଡ଼କ୍ଟରସ ଫୋରମ ର ସଭାପତି ଡାକ୍ତର ଶଙ୍କର୍ଷଣ ପାତ୍ର ଉପସଭାପତି ନରଷୁ ଜେନା ପ୍ରମୁଖ ମଂଚାସୀନ ଥିଲେ l
ପ୍ରାରଂମ୍ଭରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଧୂପ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା ଏବଂ ଉତ୍କଳ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଦିବଂଗତ ବରିଷ୍ଠ ସଦସ୍ୟ ସ୍ବର୍ଗତ ମନ୍ମଥ ପାଢ଼ୀ ଓ ଓଡିଶା ର ଓଡ଼ିଆ ଚଳଚିତ୍ର ଜଗତର ଖ୍ୟାତନାମା ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତି ଙ୍କ ଅକାଳ ବିୟୋଗ ନିମନ୍ତେ 2ମିନଟ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମା ର ଶାନ୍ତି ଓ ସଦଗତି କାମନା କରାଯାଇ ଥିଲା l
ସାଧାରଣ ସମ୍ପାଦକ ଡାକ୍ତର ସମରେନ୍ଦ୍ର କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ କୋଷାଧକ୍ଷ ବାଞ୍ଛାନିଧି ବେହେରା ବାର୍ଷିକ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ l
ସଭାପତି ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ତଥା ସଦସ୍ୟ ମାନଙ୍କୁ ସ୍ୱାଗତ କରି କ୍ଲୁବ ର ଉତ୍ତରୋତ୍ତର ଉନ୍ନତି ତଥା ସଂଗଠନ କୁ ଆଗେଇ ନେବା ନିମନ୍ତେ ସମସ୍ତ ଙ୍କ ର ସହଯୋଗ କାମନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେଉପଦେଷ୍ଟା ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର, ଉପସଭାପତି ନାରସୁ ଜେନା,ଡାକ୍ତର ଶଙ୍କର୍ଷଣ ପାତ୍ର, ବୈଷ୍ଟବ ଚରଣ ରାଉତରାୟ, ନିରଞ୍ଜନ ମହାରଣା, ଅଶୋକ କୁମାର ପାଢ଼ୀ, ସୁରେନ୍ଦ୍ର ମହାପାତ୍ର, ବସନ୍ତ କୁମାର ପାତ୍ର ପୂର୍ଣ୍ଣ ଚନ୍ଦ୍ର ପତି ହରିହର ପାତ୍ର, ଶ୍ୟାମଘନ ସାହୁ ପ୍ରମୁଖ ଆଲୋଚନା ରେ ଭାଗ ନେଇ ଥିଲେ l
ଶ୍ରୀ ଗୌରୀ ଶଙ୍କର ମିଶ୍ର, ପୂର୍ଣଚନ୍ଦ୍ର ବିଷୋୟୀ, ଇଂ ଅରୁଣ କୁମାର ପଟନାୟକ, ରାଜେନ୍ଦ୍ର କୁମାର ପାଣିଗ୍ରାହୀ, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l ଶେଷ ରେ ଉପ ସଭାପତି ଶ୍ରୀ ନାରସୁ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l
ଆଜିର ଏହି ସାଧାରଣ ପରିଷଦ ବୈଠକ ରେ ଆସନ୍ତା 2 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ନିମ୍ନଲିଖିତ ସଦସ୍ୟ ମାନେ ନୂତନ କର୍ମକର୍ତ୍ତା ଭାବରେ ନିର୍ବାଚିତ ହୋଇଅଛନ୍ତି l
ସଭାପତି – ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ
ଉପ ସଭାପତି- ଶ୍ରୀ ନାରସୁ ଜେନା
ସାଧାରଣ ସମ୍ପାଦକ -ଡାକ୍ତର ସମରେନ୍ଦ୍ର କୁମାର ସାହୁ
ଯୁଗ୍ମ ସମ୍ପାଦକ =ଶ୍ରୀ ଗୌରୀ ଶଙ୍କର ମିଶ୍ର, ଶ୍ରୀ ବାଞ୍ଛାନିଧି ବେହେରା
କୋଷାଧକ୍ଷ -ଶ୍ରୀ ବସନ୍ତ କୁମାର ପାତ୍ର
ସମୀକ୍ଷକ -ଶ୍ରୀ ସୁରେନ୍ଦ୍ର ମହାପାତ୍ର
ଉପଦେଷ୍ଟା ମଣ୍ଡଳୀ
ଇଁ ବି ବେଣୁଗୋପାଳ ପାତ୍ର (ମୁଖ୍ୟ )ଶ୍ରୀ
ପୁର୍ଣ ଚନ୍ଦ୍ର ମହାପାତ୍ର,
ଡାକ୍ତର ଶଙ୍କର୍ଷଣ ପାତ୍ର
ଡ଼ ସୁବ୍ରତ କୁମାର ସାହୁ, ଶ୍ରୀ
ନିରଞ୍ଜନ ମହାରଣା
କାର୍ଯ୍ୟକାରିଣୀ ସଦସ୍ୟ =
ଟି କୁମାର ସ୍ୱାମୀ ପାତ୍ର,ବୈଷ୍ଟବ ଚରଣ ରାଉତରାୟ, ସୁବାସ ଚନ୍ଦ୍ର ସ୍ଵବୁଦ୍ଧି,ଇଁ.ଅଶୋକ କୁମାର ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ ଇଁ ଶିରୀଶ ପ୍ରସାଦ ମିଶ୍ର, ବିପ୍ର ଚରଣ ନାୟକ,
ଶିବଶଙ୍କର ପାଣିଗ୍ରାହୀ, ରାଧାକୃଷ୍ଣ ମହାରଣା, ପୁର୍ଣ ଚନ୍ଦ୍ର ପତି, ନରସିଂହ ସାହୁ ,
ସହ କୋଷାଧକ୍ଷ -ଶ୍ରୀ କୃଷଚେବ ମହାରଣା
ମିଡ଼ିଆ ସେଲ
ଶ୍ରୀ ଭୀଷ୍ମଚାର୍ଯ୍ୟ ଚୌଧୁରୀ, ପ୍ରଶାନ୍ତ କୁମାର ମହାପାତ୍ର, ସଞ୍ଜୟ କୁମାର ଆଚାରୀନିର୍ବାଚନ ଅଧିକାରୀ ଭାବରେ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର, ସୁବାସ ଚନ୍ଦ୍ର ସୁବୁଦ୍ଧି ଓ ଇଁ ଶିରୀଶ ପ୍ରସାଦ ମିଶ୍ର ନିର୍ବାଚନ କୁ ପରିଚାଳନା କରିଥିଲେ




