
ଆସିକା,୨୯/୧(ଜିଲ୍ଲା ଖବର) : ଶ୍ରୀ ପ୍ରଶାନ୍ତ କରଙ୍କ ସଭାପତିତ୍ବରେ କେ. ଭି. ଅଭିଭାବକ ସଂଘର ବୈଠକ ଅଶୋକ ସିନେମା ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ସଂଘର ସଦସ୍ୟ ଓ ସଦସ୍ୟା ଯୋଗଦାନ କରି ନୂତନ କର୍ମ କର୍ତ୍ତା ଏଵଂ କାର୍ଯ୍ୟ କାରି କମିଟି ଚୟନ କରି ଥିଲେ। ଶ୍ରୀ ଶଙ୍କର ସାହୁ, ଶ୍ରୀ ପ୍ରଶାନ୍ତ କର ଓ ଶ୍ରୀ ସନ୍ତୋଷ କୁମାର ସେଠୀ ଙ୍କୁ ଉପଦେଷ୍ଠା, ଶ୍ରୀମତୀ ସୁଦେଷ୍ଣା ପଟ୍ଟନାୟକ ସଭାପତି, ଶ୍ରୀ ଶ୍ୟାମ ସୁନ୍ଦର ପାଢ଼ୀ ଓ ଶ୍ରୀ ଶିବରାମ ଗୌଡ଼ ଉପ-ସଭାପତି, ଶ୍ରୀ ଅରୁଣ କୁମାର ସେଠୀ ସମ୍ପାଦକ, ଶ୍ରୀ ଦିଲୀପ କୁମାର ସାହୁ ଯୁଗ୍ମ ସମ୍ପାଦକ, ଶ୍ରୀ ଅମିୟ ସିନ୍ଧୁ ମୁନି PTA ସଦସ୍ୟ, ଏଵଂ ଶ୍ରୀମତୀ ଶିବାନୀ ରଞ୍ଜନ ମହାପାତ୍ର, ଶ୍ରୀମତୀ ଯଜ୍ଞସେନୀ ପ୍ରଧାନ, ଶ୍ରୀ ବିନୋଦ ଚନ୍ଦ୍ର ଦୋରା, ଶ୍ରୀ ମିହିର କାନ୍ତ ସାହୁ, ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ, ଶ୍ରୀ ଚିତ୍ତରଞ୍ଜନ ମଣ୍ଡଳ, ଶ୍ରୀ ମାନସ କୁମାର ଭୁୟାଁ ଙ୍କୁ ସଦସ୍ୟ ଭାବେ ଚୟନ କରଯାଇଥିଲା। କୃଷ୍ଣଚନ୍ଦ୍ର ଚୌଧୁରୀ,
ରାଘବ କୁମାର ନାହାକ, ସୁକାନ୍ତ କୁମାର ପଟ୍ଟନାୟକ,ଜିତେନ୍ଦ୍ର କୁମାର ଜେନା,
ଅମିୟ ସିନ୍ଧୁ ମୁନି,ଶିବ ଶଙ୍କର ସ୍ୱାଇଁ,ରୋସନି ପ୍ରଧାନ,ବନିତା ବେହେରା ,
ଦୀପାଅଂଜଳି ନାୟକ,ଜାନକୀ ଗୌଡ଼,କୁନି ମହାନ୍ତି,ସୂରଥ କୁମାର ସାହୁ,
ସରୋଜ କୁମାର ମହାପାତ୍ର, ଶିଶିର କୁମାର ପ୍ରଧାନ,ତପନ କୁମାର ବେହେରା ,ବସନ୍ତ କୁମାର ସେଠୀ,ରଘୁରାମ ବେହେରା,କୃଷ୍ଣ ଚନ୍ଦ୍ର ସେଠୀ,
ଶଶାଙ୍କ ଶେଖର ମହାରଣା,ସଞ୍ଜୟ କୁମାର ଜେନା,କାଳୀ ଚରଣ ପାଢୀ,
ଶ୍ରୀନିବାସ ଗୌଡ଼,ସଂଘର ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ପାଇଁ ଆସନ୍ତା ୦୫.୦୨.୨୦୨୫ ବୁଧବାର ସନ୍ଧ୍ୟା ୫ ଘଣ୍ଟ ସମୟରେ ଆସିକା ବାଣୀବିହାର ସ୍ଥିତ ଶ୍ରୀ ରାଧା କୃଷ୍ଣ ମନ୍ଦିରରେ ବୈଠକ ଅନୁଷ୍ଠିତ ହେବା ପାଇଁ ଧାର୍ଯ୍ୟହୋଇଥିଲା।



