Sunday, October 11, 2026
Home ଜାତୀୟ କେରଳରେ ନୋଭେଲ କରୋନା ଭୂତାଣୁ ଚିହ୍ନଟ

କେରଳରେ ନୋଭେଲ କରୋନା ଭୂତାଣୁ ଚିହ୍ନଟ

42
Image ; sentinelassam

କେରଳ, (ଜ଼ିଲ୍ଲା ଖବର) : ଉହାନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣେ କେରଳ ଛାତ୍ରଙ୍କୁ ନୋଭେଲ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଭାବେ ଚିହ୍ନଟ କରାଯାଇଛି । ତାଙ୍କୁ ଡାକ୍ତରଖାନାରେ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି ଏବଂ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି ।