Sunday, October 11, 2026
Home ଜାତୀୟ ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

114

ନୂଆଦିଲ୍ଲୀ, (ଜ଼ିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଜରିଆରେ କହିଛନ୍ତି, ଆନନ୍ଦ ଓ ଉଲ୍ଲାସର ପର୍ବ ବସନ୍ତ ପଞ୍ଚମୀ ଅବସରରେ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । “ମୁଁ ପ୍ରାର୍ଥନା କରୁଛି ଜ୍ଞାନର ଦେବୀ ମା’ ସରସ୍ୱତୀ ଆମ ସମସ୍ତଙ୍କୁ ବୁଦ୍ଧି ଓ ଜ୍ଞାନର ଆଲୋକରେ ପ୍ରକାଶିତ କରନ୍ତୁ ।”