ପୁରୁଷୋତ୍ତମପୁର ବ୍ଲକ ସିଏଚ ନୂଆଙ୍ଗା ପଞ୍ଚାୟତର କିଛି ଗ୍ରାମର 30 ଜଣଙ୍କୁ ବଣ୍ଟନ ହେଲା ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ରାଶି

2

ପୁରୁଷୋତ୍ତମ ପୁର,୧୨/୧(ଜିଲ୍ଲା ଖବର) : ଚାଁଗୁଡ଼ିଆ ପଦର ନୂଆଙ୍ଗା ପଞ୍ଚାୟତ ର କିଛିଗାଁ ସିଏଚ ନୂଆଙ୍ଗା ସହିତ ଅଢ଼େଇ ବର, ମୋଡାବାଇ, ଗାଗନ ପୁର ଗ୍ରାମର 30 ଜଣ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଙ୍କୁ ମହିଳା ସରପଞ୍ଚ ସତ୍ୟଭାମା ସ୍ବାଇଁ ଏବଂ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବିଜେଡିର ଜୀବନବିନ୍ଦୁରଆସ୍କାସଂସ ଦୀୟ କ୍ଷେତ୍ର ର ପୂର୍ବତନ ସଂଯୋଜକ ତଥା ସମାଜ ସେବୀ ନିର୍ମଳ ଚନ୍ଦ୍ର ସାହୁଙ୍କ ଉପସ୍ଥିତି ରେ ଦଳୀୟ ନେତା, କର୍ମୀ ଏବଂ ଜନ ସାଧାରଣ ଙ୍କ ସହଯୋଗ ରେ 90 ହଜାର ଟଙ୍କା 30ଜଣ ଙ୍କୁ ପ୍ରଦାନ କରାଯାଇ ଥିଲା | ଯାହାଦ୍ୱାରା ରାଜ୍ୟ ସରକାର ଙ୍କ ଦ୍ୱାରା ମୃତ ବ୍ୟକ୍ତିଙ୍କ ପାଇଁ ପ୍ରଦତ୍ତ ହେଉଥିବା ଅର୍ଥ ରାଶିକୁ ପଞ୍ଚାୟତ ର ସରପଞ୍ଚ ଙ୍କ ଦ୍ୱାରା ସେମାନଙ୍କ ପରିବାର କୁ ଦିଆ ଯାଉଛି | ଯାହାକି ଆଜି ଚାଁଗୁଡ଼ିଆ ପଦର ନୂଆଗାଁ ପଞ୍ଚାୟତ ର ବିଭିର୍ଣ୍ଣ ଗାଁ ର 30 ଜଣ ବ୍ୟକ୍ତି ମାନଙ୍କୁ ପ୍ରଦାନ କରାଯାଇ ଥିଲା | ଯାହାଦ୍ୱାରା ମୃତକ ଙ୍କ ପରିବାର ସେମାନଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ରେ ଖର୍ଚ୍ଚ ହୋଇଥିବା ଅର୍ଥକୁ କିଛି ମାତ୍ରା ରେ ଭରଣ କରିପାରିବେ |