
ଭୁବନେଶ୍ବର, : ଆନ୍ଧ୍ର ସରକାରଙ୍କ ଦ୍ଵାରା ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲାର ମୋଟୁ ଅଂଚଳର କେତେକ ପଂଚାୟତ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଆସନ୍ତା ଜାନୁଆରୀରୁ ପୋଲାଭରମ୍ ? ବିରୋଧୀ ଆନ୍ଦୋଳନ ଜୋରଦାର ହେବ । ମୋଟୁରୁ ଭୁବନେଶ୍ୱର ଏବଂ ଭୁବନେ ଶ୍ୱରରୁ ଦିଲ୍ଲୀ ଯାଏ ଆନ୍ଦୋଳନ ଜାରି ରହିବ । ପୋଲାଭରମ୍ ? ପ୍ରକଳ୍ପ ହେଲେ, ମାଲକାନଗିରି ଜିଲାର ଶତାଧ୍କ ଗ୍ରାମ ଗ୍ରାମ ସମ୍ପୂର୍ଣ ଜଳମଗ୍ନ | ହେବ ବୋଲି ଆକଳନ କରାଯାଉ ଥିବା ବେଳେ, ବିଜେଡି ମାଲକାନଗିରି ଜିଲାର ସ୍ୱାର୍ଥରକ୍ଷା ପାଇଁ ସମସ୍ତ ଉଦ୍ୟମ କରିବ । ଦିଲ୍ଲୀରେ ଭେଟିଥିବା ଅଧୂକାରୀ ମାନ ଙ୍କଠାରୁ ଉତର ଆସିବା ପରେ ବିଜେଡି ତା’ରକାର୍ଯ୍ୟକ୍ରମ ସ୍ଥିର କରିବ ବୋଲି ନବୀନ କହି ଛନ୍ତି । ପୋଲାଭରମ୍ ? ପ୍ରକଳ୍ପକୁ ନେଇ ଦିଲ୍ଲୀ ଯାଇଥିବା ପ୍ରତିନିଧୂ ମଣ୍ଡଳୀ ନବୀନଙ୍କୁ ଭେଟି ଭେଟି ସେମାନଙ୍କ ଶନିବାର ନବୀ
ହବାକୁ ଥିବା କ୍ଷତି ସମ୍ପର୍କରେ ଅବଗତ ତ କରାଇଥିବା ବିଜେଡି ପକ୍ଷରୁ କୁହାଯାଇଛି । ବିଜେଡି ସମନ୍ବୟ କମିଟିର ଅଧ୍ଯକ୍ଷ ଦେବୀ ପ୍ରସାଦବିଜୁ ଜନତା ଦଳରିପୋର୍ଟ ପ୍ରଦାନ କରିଛନ୍ତି । ପ୍ରତିନିଧୂ ମଣ୍ଡଳୀ ଦିଲ୍ଲୀ ଯାଇ ସେଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଅଧ୍ୟକ୍ଷ କେନ୍ଦ୍ର ଜଳ କମିଶନ, ଆଦିବାସୀ ବ୍ୟାପାର ବିଭାଗ ସଚିବ, ପରିବେଶ ଓ ଜଙ୍ଗଲ ବିଭାଗର ସଚିବ ଏବଂ ଜାତୀୟ ଜନଜାତି କମିଶନଙ୍କୁ ଭେଟି ପୋଲାଭରମ୍ ? ପ୍ରକଳ୍ପ ହେଲେ ଓଡ଼ିଶାରମିଶ୍ର ଙ୍କ ନେତୃତ୍ବ ଭେଟିଥିବା ପ୍ରତିନିଧ ତ୍ବରେ ନବୀନଙ୍କୁ ନିଧୂ ମଣ୍ଡଳୀ ରେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ନିରଞ୍ଜନ ବିଶି, ସୁବାଶିଷ ଙ୍ଖୁଟିଆ, ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ, ବିଧାୟକ ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ମାନସ ମାଡକାମୀ, ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।



