ଶିକ୍ଷକ ସଂଘର ଦାବୀ ପତ୍ର ପ୍ରଦାନ

0

ଧରାକୋଟ,୧୦/୧୨(ଜିଲ୍ଲା ଖବର) : ଧରାକୋଟ ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ ଆର ଏ ସି ପି ର 20 ବର୍ଷିଆ ପ୍ରାପ୍ୟର ପୁନଃ ନିର୍ଦ୍ଧାରଣ ସକାଶେ ଏକ ଦାବିପତ୍ର ବି ଇ ଓ ଲିଙ୍ଗରାଜ ସ୍ୱାଇଁ ଙ୍କୁ ପ୍ରଦାନ କରାଯାଇଛି । ଶିକ୍ଷକ ସଂଘର ସଭାପତି ସୁକ୍ରୁ ବେହେରା,ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ,ଅରୁଣ ପଟ୍ଟନାୟକ,କ୍ଷେତ୍ରବାସୀ ପଣ୍ଡା,ଅମୂଲ୍ୟ ଚନ୍ଦ୍ର ମିଶ୍ର,ପଦ୍ମ ଚରଣ ପଣ୍ଡା,ଦିଲିପ ସେଠୀ,କିଶୋର ଚନ୍ଦ୍ର ବାଡତ୍ୟା,ସୁରେଶ ଚନ୍ଦ୍ର ମହାରଣା,ଦିଲିପ ପାତ୍ର ଓ ମହାଲକ୍ଷ୍ମୀ ଗୌଡ଼ ପ୍ରମୁଖ ମିଳିତ ଭାବରେ ଏହି ଦାବୀ ପତ୍ର ପ୍ରଦାନ ବେଳେ ଉପସ୍ଥିତ ରହିଥିଲେ।