ସରସ୍ବତୀଶିଶୁମନ୍ଦିରରେ ଶିଶୁଦିବସପାଳନ

23

ପୁରୁଷୋତ୍ତମପୁର,୧୪/୧୧ : (ଜିଲ୍ଲା ଖବର) : ସ୍ଥାନୀୟସରସ୍ବତୀଶିଶୁମନ୍ଦିରରେ ଶିଶୁଦିବସ ପାଳିତ ହୋଇ ଯାଇଛିଏହି ଉତ୍ସବ କୁସୁରଞ୍ଜନ ମହାପାତ୍ରପରିଚାଳନାକରି ଥିଲେ|ବିଜୟ କୁମାରସାସମଲ ଅତିଥ୍‌ଙ୍କ ପରିଚୟ କରିଥିଲେ| |ଆଜିର ଏହି ଉତ୍ସବରେ ବିଦ୍ୟା ଳୟର କୋଷାଧ୍ଯକ ଶ୍ରୀଯୁକ୍ତ ରାଜକିଶୋର ସାସମଲଯୋଗ ଦେଇଥିଲେ | ବିଦ୍ୟାଳୟର
ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିର ଞ୍ଜନ ଡାକୁଆ ଶିଶୁମାନଙ୍କୁ କିଛି
ଆଜିର ଉତ୍ସବ ବିଷୟରେ କହି ଥିଲେ | ବିଦ୍ୟାଳୟ ର ଗୁରୁଜୀ
ଶ୍ରୀଯୁକ୍ତ ନିରଞ୍ଜନ ଗୌଡ଼ ଶିଶୁ ମାନେ ଭବିଷ୍ୟତରେ କିପରି
ଭଲମଣିଷ ହେବା ସ‌ହ ସତ କଥା କହି ଉତ୍ତମ ନାଗରିକ ହୋଇଦେଶର ମହତ କାର୍ଯ୍ୟ ରେ ଯୋଗଦେବା କଥା ଅତି ସୁନ୍ଦରଭାବରେ ବର୍ଣ୍ଣନା କରି ଥିଲେ | ବିଦ୍ୟାଳୟର ଗୁରୁମା ସୁନାରାଣୀ ପାଳଙ୍କ ନିର୍ଦ୍ଦେଶ ରେ ଶିଶୁଭାଇ,ଭଉଣୀ ଅତି ସୁନ୍ଦରଭାବରେ ଆଜିର ଉତ୍ସବ ବିଷୟରେ ସଙ୍ଗୀତ ଗାନ କରି ଥିଲେ |ଏହି ଉତ୍ସବ ରେ ସମସ୍ତ ଗୁରୁଜୀ ଓ ଗୁରୁମା ସମ୍ପୂର୍ଣ୍ଣ ସହଯୋଗକରିଥିଲେ | ବହୁ ଶିଶୁଭାଇ ଓ ଭଉଣୀ ଯୋଗ ଦେଇଥିଲେ | କେତେକ ଭାଇ, ଭଉଣୀ ନେହେରୁଙ୍କ ବିଷୟ ରେ ଭାଷଣଦେଇ ଥିଲେ |ଶେଷରେ ପ୍ରଜ୍ଞାରାଣୀ ପଟ୍ଟ ନାୟକ ଧନ୍ୟବାଦଅର୍ପଣ କରିଥିଲେ |